ବନ୍ୟା କ୍ଷୟକ୍ଷତି ସହାୟତା ୧୧ଶହ କୋଟି, କେନ୍ଦ୍ର ନିକଟରେ ରାଜ୍ୟ ସରକାରଙ୍କ ଦାବି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବନ୍ୟା କ୍ଷତି ୧୧୦୦ କୋଟି ଟଙ୍କା ଦାବି କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ରୀୟ ଟିମ୍ ସହ ରାଜ୍ୟ ସରକାର ଆଲୋଚନା କରି ଦାବି କରିଛନ୍ତି। ବନ୍ୟାରେ ରାଜ୍ୟର ୨.୨୫ ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ସେହିପରି ୧ ଲକ୍ଷ ୨୦ ହଜାର ଘର ପ୍ରଭାବିତ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ କେନ୍ଦ୍ରୀୟ ଟିମ୍ ସମେତ ଏସଆରସି ଏବଂ ବିଭାଗୀୟ ସଚିବ ମଧ୍ୟ ସାମିଲ ଥିଲେ।

%d bloggers like this: