ଆରପାରିରେ ପ୍ରସିଦ୍ଧ ସମ୍ବଲପୁରୀ ଫିଲ୍ମ ଶଲାବୁଢ଼ାର ଅଭିନେତା ଅଟଳ ବିହାରୀ ପଣ୍ଡା

ଆରପାରିରେ ପ୍ରସିଦ୍ଧ ସମ୍ବଲପୁରୀ ଫିଲ୍ମ ଶଲାବୁଢ଼ାର ଅଭିନେତା ଅଟଳ ବିହାରୀ ପଣ୍ଡା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆରପାରିରେ ପ୍ରସିଦ୍ଧ ସମ୍ବଲପୁରୀ ଫିଲ୍ମ ଶଲାବୁଢ଼ାର ଅଭିନେତା ଅଟଳ ବିହାରୀ ପଣ୍ଡା। ଗତକାଲି ବିଲମ୍ବିତ ରାତି ୩ଟା ୪୫ ମିନିଟରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅଟଳ।

ଅଟଳଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଚନ୍ତି କଳାକାର ସମାଜ ଓ ତାଙ୍କ ଅଗଣିତ ପ୍ରଶଂସକ । ସୋସିଆଲ ମିଡିଆରେ ମଧ୍ୟ ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଅନେକ ସ୍ମୃତିଚାରଣ କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: