ବିବାହ ଓ ଅନ୍ତ୍ୟଷ୍ଟି ପାଇଁ ନୂଆ ଗାଇଡଲାଇନ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପର୍କରେ ଏକ ନୂଆ ନିର୍ଦ୍ଦେଶାନାମା ଜାରି କରାଯାଇଛି। ନିୟମାନୁସାରେ, ବିବାହ ସମ୍ବନ୍ଧୀୟ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ପାଖାପାଖି ୧୦୦ ଜଣଙ୍କୁ ଅନୁମତି ପ୍ରଦାନ କରାଯିବ। ଏହାସହ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ବିଏମସି ପକ୍ଷରୁ ୫୦ ଜଣଙ୍କୁ ଅନୁମତି ମିଳିବ ବୋଲି ସୂଚନା ଦିଆଯାଇଛି…

%d bloggers like this: