ଏନସିବିରେ ଶ୍ରଦ୍ଧା, ସାରାଙ୍କୁ ବି କରାଯିବ ପଚରାଉଚରା

ପ୍ରିଜମ୍ ନ୍ୟୁଜ ବ୍ୟରୋ: ଏନସିବିରେ ଅଭିନେତ୍ରୀ ଶ୍ରଦ୍ଧା କପୁର । ବଲିଉଡ ଡ୍ରଗ୍ସ ଲିଙ୍କରେ ତାଙ୍କୁ ହାଜର ହେବାକୁ ସମନ୍ ହୋଇଥିଲା । ଏହି ମାମଲାରେ ତାଙ୍କୁ ପଚରାଉଚରା କରୁଛି ଏନସିବି ଟିମ୍ ।

ହାଜର ହେବାକୁ ଗତ ୨୩ ତାରିଖରେ ଶ୍ରଦ୍ଧା କପୁରଙ୍କୁ ସମନ୍ ହୋଇଥିଲା । ଏହାପରେ ଆଜି ସେ କଡ଼ା ସୁରକ୍ଷା ଭିତରେ ଏନସିବି ଜୋନାଲ୍ ଅଫିସରେ ପହଞ୍ଚିଛନ୍ତି ।
ଅନ୍ୟପଟେ ଆଜି ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କୁ ମଧ୍ୟ ଏନସିବି ପଚରାଉଚରା କରିବ।

%d bloggers like this: