‘ଫୁଡିଜ୍ ଭିଲ୍ଲା’ ସ୍ୱତନ୍ତ୍ର ‘ପୋଡ଼ପିଠା’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ‘ଫୁଡିଜ୍ ଭିଲ୍ଲା’ ଆଜି ଆପଣଙ୍କ ପାଇଁ ନେଇ ଆସିଛି ‘ପୋଡ଼ ପିଠା’। ଆସନ୍ତୁ ଜାଣିବା ଏହା କେମିତି ପ୍ରସ୍ତୁତ ହୁଏ…

ଆବଶ୍ୟକ ସାମଗ୍ରୀ:
ବୋଇତାଳୁ
ଚାଉଳ ଚୂନା
କାଜୁ
ନଡ଼ିଆ
ଘିଅ
ଲୁଣ
ଅଳେଇଚ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ବୋଇତାଳୁକୁ ସିଝେଇ ଗୋଟିଏ ପାତ୍ରରେ ସମ୍ପୂର୍ଣ୍ଣ ରୂପେ ପାଣି ଛାଣି ବାହାର କରିଦେବେ।
  • ନଡ଼ିଆକୁ ଛୋଟ ଛୋଟ କରି କାଟିବେ।
  • ବୋଇତାଳୁର ପେଷ୍ଟ ବନେଇ ଚାଉଳ ଚୂନା ,କାଜୁ ,ନଡ଼ିଆ ,ଅଳେଇଚ ଏବଂ ଲୁଣ ପକେଇ ମିଶେଇବେ।
  • କଡ଼େଇରେ ୨ ଚାମଚ ପକାନ୍ତୁ। ଏହାପରେ ପେଷ୍ଟ ବନେଇଥିବେ ତାହାକୁ ଛୋଟ ଚଟୁ ସାହାଯ୍ୟରେ ୨-୩ ଥର ପକାନ୍ତୁ।
  • ୧୦ରୁ ୧୫ ମିନଟ୍ ପାଇଁ ଢାଙ୍କି ଦିଅନ୍ତୁ।
  • ଏହାପରେ ଆପଣଙ୍କ ପୋଡ଼ପିଠା ପ୍ରସ୍ତୁତ ହୋଇଯିବ।
%d bloggers like this: