
ପ୍ରିଜମ ନ୍ୟୁଜ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ, ମୃତ୍ୟୁ ହାରରେ ବୃଦ୍ଧି ।
With 41,322 new #COVID19 infections, India's total cases rise to 93,51,110
— ANI (@ANI) November 28, 2020
With 485 new deaths, toll mounts to 1,36,200. Total active cases at 4,54,940
Total discharged cases at 87,59,969 with 41,452 new discharges in last 24 hrs pic.twitter.com/sMdcReQQ2b
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସରେ ଗତ ୨୪ ଘଣ୍ଟାରେ ୪୧ ହଜାର ୩୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪ଶହ ୮୫ କରୋନା ରୋଗୀଙ୍କ ମୃତ୍ୟୁ ମଧ୍ୟ ରେକର୍ଡ କରାଯାଇଛି ।
ଏବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩ ଲକ୍ଷ ୫୧ ହଜାର ୧୧୦କୁ ବୃଦ୍ଧି ଘଟିଛି । ପଜିଟିଭ୍ କୋଭିଡ୍ ମାମଲା ୪ଲକ୍ଷ ୫୪ ହଜାର ଏବଂ ୯ ଶହ ୪୦ ସେହିଭଳି ସୁସ୍ଥ ହେଲେଣି ୮୭ଲକ୍ଷ ୫୯ ହଜାର ଏବଂ ୯୬୯ ।