ଏଣିକି ଛୋଟ ପିଲାଙ୍କ ପାଇଁ କର୍ବେଭ୍ୟାକ୍ସ

ଏଣିକି ଛୋଟ ପିଲାଙ୍କ ପାଇଁ କର୍ବେଭ୍ୟାକ୍ସ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆସିଗଲା ଛୋଟ ପିଲାମାନଙ୍କ ପାଇଁ କୋଭିଡ ଟିକା। ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ କର୍ବେଭ୍ୟାକ୍ସ ଦେବାକୁ ଅନୁମତି ଦେଇଛନ୍ତି ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)।ଭାରତରେ ୧୫ରୁ ୧୮ ବର୍ଷ ବୟସର କିଶୋରମାନଙ୍କ ପାଇଁ ବାୟୋଟେକ କୋଭାକ୍ସିନ ଅନୁମୋଦନ ହୋଇ ସାରିଛି । ବିଶ୍ୱର ସବୁଠାରୁ ବଡ଼ ଟୀକା ଉତ୍ପାଦନକାରୀ ବାୟୋଲୋଜିକାଲ ଇ ଲିମିଟେଡ ସୋମବାର କର୍ବେଭ୍ୟାକ୍ସ ଡିସିଜିଆଇରୁ ଅନୁମୋଦନ ଲାଭ କରିଛି ବୋଲି ଘୋଷଣା କରିଛି । ଏନେଇ ଏଏନଆଇ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏହି ଟୀକା ପାଇଁ ବହୁ ଆଗରୁ ଦେବା ପାଇଁ ଯୋଜନା ଥିଲେ ହେଁ ଏହାର ଶେଷ ଅନୁମତି ଏବେ ମିଳିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: