ଭୁଲ ନକ୍ସାକୁ ବିରୋଧ, ପ୍ରତିବାଦରେ ବୈଠକ ଛାଡ଼ିଲେ ଡୋଭାଲ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସାଂଘାଇ ସହଯୋଗ ସଂଗଠନର ଭର୍ଚୁଆଲ ବୈଠକରେ ଭାରତର ଭୁଲ ନକ୍ସା ଉପସ୍ଥାପନକୁ ବିରୋଧ। ପ୍ରତିବାଦରେ ବୈଠକ ଛାଡ଼ିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ମିଳିଥିବା ସୂଚନା ଅନୁସାରେ SCO ବୈଠକରେ ପାକିସ୍ତାନ ଭାରତର ଭୁଲ ନକ୍ସା ଉପସ୍ଥାପନ କରିଥିଲା। ଏହାକୁ ବିରୋଧ କରିଥିଲେ ଡୋଭାଲ। ରୁଷ ମଧ୍ୟ ପାକିସ୍ତାନର ନକ୍ସା ଉପସ୍ଥାପନକୁ ବିରୋଧ କରିଥିବା ଜଣାପଡ଼ିଛି।

%d bloggers like this: