ବାୟୁବୀରଙ୍କୁ ଶତ ଶତ ନମନ; ବାୟୁସେନା ଦିବସର କିଛି ଝଲକ….

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଜି ବାୟୁସେନା ଦିବସ । ଉତ୍ତର ପ୍ରଦେଶ ଗାଜିଆବାଦ ନିକଟ ହିଣ୍ଡନ ବେସ୍ ରେ ଆଜି ବାୟୁସେନା ଦିବସ ପାଳନ କରାଯାଉଛି ।

ବାୟୁସେନାର ବାୟୁବୀରମାନେ ନିରଜ ପରାକାଷ୍ଠା ପ୍ରଦର୍ଶନ କରୁଥିବା ବେଳେ ଚିତାକର୍ଷକ ପରେଡ ମନ୍ତ୍ରମୁଗ୍ଘ କରୁଛି ।

1932 ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ବାୟୁସେନା । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବାୟୁସେନାର ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା ।

%d bloggers like this: