ପ୍ରିଜମ ନ୍ୟୁଜ ବ୍ୟୁରୋ: ମୁମ୍ବାଇ ବାଇକୁଲାର ଜେଲ୍ ରୁ ମୁକୁଳିଲେ ରିୟା ଚକ୍ରବର୍ତ୍ତୀ । ରିୟାଙ୍କୁ ଜାମିନ ପ୍ରଦାନ କରିଥିଲେ ବମ୍ବେ ହାଇକୋର୍ଟ । ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗସ୍ ଲିଙ୍କ ସାମ୍ନାକୁ ଆସିବା ପରେ ଗିରଫ ହୋଇ ଜେଲ୍ ରେ ଥିଲେ ରିୟା ।
Mumbai: Actor Rhea Chakraborty released from Byculla jail after a month.
— ANI (@ANI) October 7, 2020
She was granted bail by Bombay High Court in a drug-related case filed against her by Narcotics Control Bureau (NCB) pic.twitter.com/FlfP1re1cQ
ଦୀର୍ଘ ଏକ ମାସ ପରେ ଜେଲ୍ ରୁ ମୁକୁଳିଛନ୍ତି ରିୟା ଚକ୍ରବର୍ତ୍ତୀ । ତେବେ ରିୟାଙ୍କ ଭାଇଙ୍କୁ ଜାମିନ ମିଳନାହିଁ । ସେ ଏବେ ବି ଜେଲ୍ ରେ ରହିଛନ୍ତି ।
Related
Tags:
Featured