ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୀନେଶ ଭିଜାନଙ୍କ ଆଗାମୀ କମେଡି ଫିଲ୍ମ ‘ଦସ୍ଭି’ରେ ନଜର ଆସିବେ ଅଭିଷେକ ବଚ୍ଚନ। ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଫିଲ୍ମ ପ୍ରଯୋଜକ। ଏଥିରେ ସେ ଗଙ୍ଗା ରାମ ଚୌଧୁରୀଙ୍କ ଚରିତ୍ରରେ ଅଭିନୟ କରିବେ। ୟାମି ଗୌତମ ଏବଂ ନିମ୍ରତ କୌର ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ରିତେଶ ଶାହାଙ୍କ ଦ୍ୱାରା ଲିଖିତ ‘ଦସ୍ଭି’ର ପ୍ରଥମ ଲୁକ୍ ରିଲିଜ ହୋଇଛି। ଅଭିଷେକ ଫିଲ୍ମର ପ୍ରଥମ ଳୁକ୍ ସେୟାର୍ କରିବା ପରେ ଦର୍ଶକ ଏହାକୁ ବେଶ୍ ପସନ୍ଦ କରିଥିବା ଜଣାପଡ଼ିଛି। ଅଭିଷେକ ଏକ ମାର୍କସିଟ୍ ପୃଷ୍ଠଭୂମି ରହିଥିବା ଏକ ଫଟୋ ସମ୍ମୁଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ଗଣିତ, ବିଜ୍ଞାନ ଏବଂ ଇଂରାଜୀ ପରି ବିଷୟଗୁଡ଼ିକର ନମ୍ବର ଉଲ୍ଲେଖ ଅଛି।
Meet GANGA RAM CHAUDHARY#Dasvi Shoot Begins…@yamigautam @NimratOfficial #DineshVijan @LeyzellSandeep #ShobhanaYadav @TusharJalota @writish #KumarVishwas @Soulfulsachin @JIGARSARAIYA #AmitabhBhattacharya @maddockfilms @bakemycakefilms @jiostudios @JioCinema pic.twitter.com/W14vStLECH
— Abhishek 𝐁𝐚𝐜𝐡𝐜𝐡𝐚𝐧 (@juniorbachchan) February 22, 2021
Meet BIMLA DEVI#Dasvi Shoot Begins…@yamigautam @NimratOfficial #DineshVijan @LeyzellSandeep @ShobhnaYadava @TusharJalota @writish #KumarVishwas @Soulfulsachin @JIGARSARAIYA #AmitabhBhattacharya @MaddockFilms @bakemycakefilms @jiostudios @JioCinema pic.twitter.com/TXydh7ujzA
— Abhishek 𝐁𝐚𝐜𝐡𝐜𝐡𝐚𝐧 (@juniorbachchan) February 22, 2021
Meet JYOTI DESWAL#Dasvi Shoot Begins…@yamigautam @NimratOfficial #DineshVijan @LeyzellSandeep @ShobhnaYadava @TusharJalota @writish #KumarVishwas @Soulfulsachin @JIGARSARAIYA #AmitabhBhattacharya @MaddockFilms @bakemycakefilms @jiostudios @JioCinema pic.twitter.com/HUFvKGHlM3
— Abhishek 𝐁𝐚𝐜𝐡𝐜𝐡𝐚𝐧 (@juniorbachchan) February 22, 2021