
ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କନିଷ୍ଠ ସହକର୍ମୀଙ୍କ ସହ ଯୌନ ନିର୍ଯାତନା ଅଭିଯୋଗରେ ତେହେଲକା ମାଗାଜିନର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ ନିର୍ଦ୍ଦୋଷରେ ଖଲାସ। ଗୋଆ ଜିଲ୍ଲା ଏବଂ ସେସନ୍ସ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୨୦୧୩ ରେ ଗୋଆର ଏକ ବିଳାସପୂର୍ଣ୍ଣ ହୋଟେଲର ଲିଫ୍ଟ ଭିତରେ ଜଣେ ମହିଳା ସହକର୍ମୀଙ୍କ ସହ ଯୌନ ନିର୍ଯାତନା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ତେବେ ତରୁଣ ତେଜପାଲଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗରୁ ସେ ଏବେ ଦୋଷମୁକ୍ତ ହୋଇଛନ୍ତି।
Goa: Former Editor-in-Chief of Tehelka Magazine, Tarun Tejpal acquitted of all charges in the alleged sexual assault case against him.
— ANI (@ANI) May 21, 2021
(File photo) pic.twitter.com/peaMdXUfHV
0 Comments