କଂଗ୍ରେସ ଜିଲ୍ଲା ସଭାପତି ନିଯୁକ୍ତ: ୩୩ ଜଣଙ୍କୁ ନିଯୁକ୍ତି ଦେଲା କଂଗ୍ରେସ
ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ୩୩ ଜଣ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଇଛି କଂଗ୍ରେସ ।
INC COMMUNIQUE
— INC Sandesh (@INCSandesh) October 18, 2020
Important Notification regarding appointments in Odisha pic.twitter.com/fDpMwSuSPo
ଗଞ୍ଜାମରୁ ରମେଶ ଜେନା, ଖୋର୍ଦ୍ଧାରୁ ସୁର ରାଉତରାୟ, ରାଉରକେଲାରୁ ଜର୍ଜ ତିର୍କୀ ।
ଢେଙ୍କାନାଳରୁ ସରୋଜ ପଟ୍ଟନାୟକ, ଭୁବନେଶ୍ୱରରୁ ବିଶ୍ୱଜିତ ଦାସଙ୍କୁ ମିଳିଲା ସାଂଗଠନିକ ଦାୟିତ୍ୱ ।