ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଉତ୍ତର ପ୍ରଦେଶ ନୋଏଡାରୁ ଏକ ଏଲିୟନକୁ ଉଦ୍ଧାର କରିଛି ପୋଲିସ । ଏନେଇ ଖବର ପ୍ରଚାରିତ ହେବା ପରେ ସୋସିଆଲ ମିଡିଆ ବି ଚଳ ଚଞ୍ଚଳ ହୋଇଉଠିଲା ।
#Noida: In a bizzare incident, a# balloon in the shape of fictional superhero comic character# Iron Man was reported to be# flying in the# sky overUttarPradesh 's Greater Noida on Saturday. Anxious locals from the Dankaur area complained to the police about the mysterious object pic.twitter.com/T8xUcdW9Bt
— Just Now (@justnowofficial) October 18, 2020
ବାସ୍ତବରେ ପୋଲିସ ଉଦ୍ଧାର କରିଥିବା ଏଲିୟନ ବାସ୍ତବରେ ଏଲିୟନ ନୁହେଁ ତାହା ଆଇରନ ମ୍ୟାନର ଏକ ବେଲୁନ୍ କଣ୍ଢେଇ ମାତ୍ର ।
ଦେଖିନ୍ତୁଅନ୍ତୁ ଏହାର ଏହାର କିଛି ଝଲକ ।..
ग्रेटर नोएडा के दनकौर इलाके में आसमान में एलियन जैसा कुछ उड़ने से मचा हड़कम्प…
— News24 (@news24tvchannel) October 17, 2020
पुलिस ने जांच की, तो निकला IronMan का बैलून #Noida #UttarPradesh pic.twitter.com/4IfXr4SXnt