ଆଇପିଏଲ-୨୦୨୦ କାର୍ଯ୍ୟସୂଚୀ, ଜାଣନ୍ତୁ କେଉଁଦିନ କିଏ ଖେଳିବେ

ଆଇପିଏଲ-୨୦୨୦ କାର୍ଯ୍ୟସୂଚୀ, ଜାଣନ୍ତୁ କେଉଁଦିନ କିଏ ଖେଳିବେ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରକାଶ ପାଇଲା ଆଇପିଏଲ-2020ର କାର୍ଯ୍ୟସୂଚୀ।ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ସୂଚନାନୁଯାୟୀ ଟୁର୍ଣ୍ଣାମେଣ୍ଟର ପ୍ରଥମ ବ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସେପ୍ଟେମ୍ବର ୧୯ ତାରିଖରେ ଆବୁଧାବି ଠାରେ ଖେଳାଯିବ । ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ରାତି ୭ଟା ୩୦ମି.ରେ ଖେଳାଯିବ । ଏହାପରେ ସେପ୍ଟେମ୍ବର ୨୦ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ହେବ ।

%d bloggers like this: