
ରାଜସ୍ଥାନ କଂଗ୍ରେସରେ ପରିବର୍ତ୍ତନ, ଅଜୟ ମାକନଙ୍କୁ ନୂଆ ଦାୟିତ୍ୱ
ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସଚିନ ପାଇଲଟଙ୍କ କଂଗ୍ରେସ ପ୍ରତ୍ୟାବର୍ତ୍ତନ ପରେ ରାଜସ୍ଥାନ କଂଗ୍ରେସରେ ଆରମ୍ଭ ହୋଇଛି ବଦଳ ପର୍ବ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ରବିବାର ଅଜୟ ମାକନଙ୍କୁ ରାଜସ୍ଥାନ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଦେଇଛନ୍ତି। ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ମୁତାବକ, ମାକନ ଅବିନାଶଙ୍କ ସ୍ଥାନ ନେବେ। ସେହିପରି ତିନି ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ମଧ୍ୟ ଗଠନ କରାଯାଇଛି। କମିଟିରେ ବରିଷ୍ଠ ନେତା ଅହମଦ ପଟେଲ, କେସି ବେଣୁଗୋପାଳ ଏବଂ ଅଜୟ ମାକନ ଅଛନ୍ତି। ଏହି କମିଟି ରାଜସ୍ଥାନ ସ୍ଥିତି ପରଖିବ ଏବଂ ବିଭିନ୍ନ ସମସ୍ୟାର ସମାଧାନ ମଧ୍ୟ କରିବ।
Congress appoints Ajay Maken as the General Secretary in-charge of #Rajasthan, replacing Avinash Pandey with immediate effect. pic.twitter.com/3uENR7C8hf
— ANI (@ANI) August 16, 2020
Congress constitutes a committee with senior party leader Ahmed Patel, KC Venugopal (AICC General Secretary, Incharge Organisation) & Ajay Maken (AICC General Secretary, Incharge, Rajasthan) as its members to 'oversee & follow up smooth resolution of recent issues in #Rajasthan'. https://t.co/4JQy9o6kkp
— ANI (@ANI) August 16, 2020
0 Comments