ପ୍ରିଜମ ନ୍ୟୁଜ୍ ବ୍ୟୁରୋ: 88 ବର୍ଷରେ ପାଦ ଦେଲା ଭାରତୀୟ ବାୟୁସେନା । ଆଉ ଆଜି ବାୟୁସେନା ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି 88 ବର୍ଷର ଯାତ୍ରାକୁ ନେଇ ବାୟୁସେନା ପକ୍ଷରୁ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି । ଥରେ ଦେଖିନିଅନ୍ତୁ ଏହାର ଝଲକ ।
#AFDay2020
— Indian Air Force (@IAF_MCC) October 5, 2020
A momentous journey of Eighty Eight Years. Indian Air Force is ever ready to INNOVATE , INTEGRATE & INTIMIDATE.
Promo video of IAF on the occasion of 88th Anniversary.
Jai Hind! pic.twitter.com/8hFIzCqpdb
ଉତ୍ତର ପ୍ରଦେଶ ଗାଜିଆବାଦ ନିକଟ ହିଣ୍ଡନ ବେସ୍ ରେ ଆଜି ବାୟୁସେନା ଦିବସ ପାଳନ କରାଯାଉଛି । ବାୟୁସେନାର ବାୟୁବୀରମାନେ ନିରଜ ପରାକାଷ୍ଠା ପ୍ରଦର୍ଶନ କରୁଥିବା ବେଳେ ଚିତାକର୍ଷକ ପରେଡ ମନ୍ତ୍ରମୁଗ୍ଘ କରୁଛି ।
1932 ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ବାୟୁସେନା ।