ରାଧେ ଶ୍ୟାମରେ ଅମିତାଭଙ୍କ ଭଏସ୍

ରାଧେ ଶ୍ୟାମରେ ଅମିତାଭଙ୍କ ଭଏସ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରଭାସଙ୍କ ଅଭିନୀତ ଅାଗାମୀ ଫିଲ୍ମ ରାଧେ ଶ୍ୟାମରେ ନିଜ ଭଏସ୍ର ଯାଦୁ ଦେଖାଇବେ ନିର୍ମାତା ରାଧାକୃଷ୍ଣ କୁମାରଙ୍କୁ ଏପରି ଏକ ଭଏସ୍ର ଦରକାର ଥିଲା ଯିଏ କି ଦେଶକୁ ଅାଦେଶ ଦେଇପାରୁଥିବ ଏହାପରେ ସେ ଅମିତାଭଙ୍କ ଭଏସ୍କୁ ବାଛିଥିଲେ, ଯାହାଙ୍କୁ ସମସ୍ତେ ଜାଣିଛନ୍ତି ଏବଂ ତାଙ୍କୁ ସମସ୍ତେ ସମ୍ମାନ ମଧ୍ୟ କରନ୍ତି ନିର୍ଦ୍ଦେଶକଙ୍କ ଦ୍ୱାରା ବହୁଭାଷୀ ପ୍ରେମ କାହାଣୀ ୧୯୭୦ ଦଶକରେ ୟୁରୋପରେ ସ୍ଥାପିତ ହୋଇଥିଲା, ଯେଉଁଥିରେ କି ପ୍ରଭାସ ପାଲ୍ମ ରିଡରଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଇଟାଲି, ଜର୍ଜିଅା ଏବଂ ହାଇଦ୍ରାବାଦ୍ରେ ମୁଭିର ଶୁଟିଂ କରାଯାଇଛି ଫିଲ୍ମରେ ପ୍ରଥମ ଥର ପାଇଁ ପ୍ରଭାସ ଏବଂ ପୂଜା ହେଗ୍ଡେ ଏକାଠି କାମ କରିବା ନୂଅା ଅନ୍ଦାଜରେ ନଜରକୁ ଅାସିବେ ୟୁବି କ୍ରିଏଶନ୍ ପ୍ରଡକ୍ସନ, ଗୁଲସନ କୁମାର ଏବଂ ଟି- ସିରିଜ୍ ଦ୍ୱାରା ଫିଲ୍ମ ପ୍ରସ୍ତୁତ କରାଯାଇଛି ସିନେମାର ପୋଷ୍ଟର ଅାଗରୁ ରିଲିଜ୍ ହୋଇଥିବାବେଳେ ୧୧ ମାର୍ଚ୍ଚରେ ବଡ ପରଦାରେ ମୁକ୍ତିଲାଭ କରିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: