ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ମଇଦାନ’ ଆସନ୍ତା ବର୍ଷରେ ପରଦାକୁ ଆସୁଛି। ୨୦୨୧ ମସିହା ଅକ୍ଟୋବର ୧୫ରେ ଏହି ସିନେମା ରିଲିଜ ହେବ। ଏ ବିଷୟରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଅଜୟ ଦେବଗନ।
‘Maidaan’ now releases worldwide in theatres on Dussehra 2021. Shoot commences January 2021.#Maidaan2021 #Priyamani @raogajraj @BoneyKapoor @iAmitRSharma @ItsAmitTrivedi @freshlimefilms @SaiwynQ @ActorRudranil @writish @saregamaglobal @ZeeStudios_ @ZeeStudiosInt pic.twitter.com/9KwxWP1vle
— Ajay Devgn (@ajaydevgn) December 12, 2020
ଦଶହରା ଅବସରରେ ଫିଲ୍ମଟି ରିିଲିଜ ହେବାକୁ ଥିବା ବେଳେ ୨୦୨୧ ଜାନୁଆରୀରୁ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ। ସୟଦ ଅବଦୁଲ ରହିମଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ। ଯିଏକି ୧୯୫୦ରୁ ୧୯୬୩ ଯାଏ ତଥା ମୃତ୍ୟୁ ପର୍ଯ୍ୟନ୍ତ ଭାରତୀୟ ଜାତୀୟ ଦଳର ମ୍ୟାନେଜର ତଥା ଫୁଟବଲ ପ୍ରଶିକ୍ଷକ ଥିଲେ।