ରୋହିଙ୍ଗ୍ୟାଙ୍କ ଟାର୍ଗେଟରେ ଭାରତ!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରୋହିଙ୍ଗ୍ୟାଙ୍କ ଟାର୍ଗେଟରେ ଭାରତ। ଏଭଳି ସୂଚନା ମିଳିଛି। ମାଲେସିଆରେ ଏହାର ଷଡ଼ଯନ୍ତ୍ର କରାଯାଉଥିବା ଜାଣିବାକୁ ପାଇଛି ଭରତୀୟ ଗୁଇନ୍ଦା। ମାତ୍ର, ଏହି ଷଡ଼ଯନ୍ତ୍ର ପଣ୍ଡ ହୋଇଯାଇଛି। ଏଥିରେ ବିବାଦୀୟ ଧର୍ମଗୁରୁ ଜାକିର ନାଇକର ଆର୍ଥିକ ନେଣଦେଣ ନେଇ ଭାରତୀୟ ଗୁଇନ୍ଦା ଖବର ପାଇଛି। ସେହିପରି ଏହି ଷଡ଼ଯନ୍ତ୍ରରେ ଜଣେ ମହିଳାଙ୍କ ସଂପୃକ୍ତି ଥିବା ଜଣା ପଡ଼ିଛି।

%d bloggers like this: