ଜିସି ମୁର୍ମୁ ପରବର୍ତ୍ତୀ CAG, ଗତକାଲି ଦେଇଥିଲେ ଇସ୍ତଫା

ଜିସି ମୁର୍ମୁ ପରବର୍ତ୍ତୀ CAG, ଗତକାଲି ଦେଇଥିଲେ ଇସ୍ତଫା

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଗିରିଶ ଚନ୍ଦ୍ର ମୁର୍ମୁ ହେବେ ଦେଶର ପରବର୍ତ୍ତୀ CAG। ନୂଆ ପଦରେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗତକାଲି ଜମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ପଦରୁ ସେ ଇସ୍ତଫା ଦେଇଥିଲେ। ଆସନ୍ତା କାଲି ବର୍ତ୍ତମାନର CAG ରାଜୀବ ମହର୍ଷି ଅବସର ନେବାକୁ ଯାଉଥିବାବେଳେ ତାଙ୍କ ସ୍ଥାନ ନେବେ ଗିରିଶ ଚନ୍ଦ୍ର ମୁର୍ମୁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: