ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଜି ହେଉଛି ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିବସ।
ମହାନାୟକ ଅମିତାଭ୍ ବଚ୍ଚନ ହେଉଛି ‘ସାତ୍ ହିନ୍ଦୁସ୍ତାନୀ’ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଖ୍ୱାଜା ଅହମଦ ଅବ୍ବାସଙ୍କ ଦ୍ୱାରା ଲିଖିତ, ନିର୍ମିତ ଏବଂ ନିର୍ଦ୍ଦେଶିତ ଏହି ଫିଲ୍ମରୁ ବିଗ୍ ବି ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଗୋଆକୁ ପର୍ତ୍ତୁଗୀଜମାନଙ୍କ ଶାସନରୁ ମୁକ୍ତ କରିବା କାହାଣୀ ଥିଲା ଫିଲ୍ମର ମୁଖ୍ୟ କଥାବସ୍ତୁ। ଫିଲ୍ମରେ ଉତ୍ପଲ ଦତ୍ତ, ମଧୁ, ଏକେ ହଙ୍ଗଲଙ୍କ ସହ ଅମିତାଭ୍ ବଚ୍ଚନ ପ୍ରମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।
Sir, it will be another 100 years,
— Parineeti Chopra (@ParineetiChopra) October 11, 2020
(or maybe never) that the world sees a human being like you. Too much to say, too much learn, but for now, HAPPY BDAY SIR. Health and Happiness to you 💕 @SrBachchan #AmitabhBachchan pic.twitter.com/Fyoj4HxOmc