ବିଜେପି ପକ୍ଷରୁ ଘୋଷଣା ହେଲା ମେୟର ପ୍ରାର୍ଥୀ

ବିଜେପି ପକ୍ଷରୁ ଘୋଷଣା ହେଲା ମେୟର ପ୍ରାର୍ଥୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଜେପି ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନା ଘୋଷଣା କରିଛି । ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ ହେଲେ ସୁନୀତି ମୁଣ୍ଡ୍ । ଡକ୍ଟର ସୁନୀତି ମୁଣ୍ଡଙ୍କୁ ବିଜେପି ପକ୍ଷରୁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସାମ୍ବାଦିକତାରୁ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ସୁନୀତି ମୁଣ୍ଡ୍ । ମୁଁ ସାହିତ୍ୟ ସହିତ ଭଲ ଭାବେ ଜଡିତ ତେଣୁ ସମ୍ବେଦନଶୀଳତାକୁ ଭଲ ଭାବେ ବୁଝି ପାରିବି ବୋଲି ପ୍ରତିକ୍ରିୟାରେ କହିଛନ୍ତି ସୁନୀତି ମୁଣ୍ଡ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: