
ପ୍ରିଜମ ନ୍ୟୁଜ ବ୍ୟୁରୋ:ନିରାଶ କଲେ ଓଡ଼ିଶା ଧାବିକା ଦୂତି ଚାନ୍ଦ । ୧୦୦ ମିଟର ଦୌଡ଼ରେ ନିରାଶ କରିଛନ୍ତି କଲେ ଦୂତୀ ଚାନ୍ଦ । ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଛନ୍ତି ଦୂତୀ ଚାନ୍ଦ । ଫଳରେ ତାଙ୍କ ୨ୟ ରାଉଣ୍ଡକୁ ଯିବାର ଆଶା ଧୂତିସାତ ହୋଇଛି ।
#TokyoOlympics | Athletics, Women's 100m Round 1 (heat): Dutee Chand fails to qualify
— ANI (@ANI) July 30, 2021
(File pic) pic.twitter.com/tA2hx6Xu4P
ପ୍ରଥମ ସ୍ଥାନରେ ଜାମାଇକାର ଏସ. ଫ୍ରେସର ରହିଛନ୍ତି । ସେ ୧୦.୮୪ ସେକେଣ୍ଡରେ ନିଜର ଦୌଡ କମ୍ପ୍ଲିଟ କରିଥିଲେ । ପରେ ୧୦.୯୧ ସେକେଣ୍ଡ ସହ ସ୍ୱିଜରଲ୍ୟାଣ୍ଡର ଏ. ଡେଲ ପଣ୍ଟେ ୨ୟ ସ୍ଥାନରେ, ୧୧.୦୦ ସେକେଣ୍ଡ ସହ ନାଇଜେରିଆର ଏ.ନ୍ୱୋକୋଚା ତୃତୀୟ ସ୍ଥାନ ହାସଲ କରିଛନ୍ତି । ତେବେ ଦୂତି ୧୧.୫୪ ସେକେଣ୍ଡ ସପ୍ତମ ସ୍ଥାନ ହାସଲ କରିବାରେ ସଫଳ ହୋଇଥିଲେ ।
0 Comments