ପ୍ରକାଶ ପାଇଲା ନିଟ୍- ପିଜି ପରୀକ୍ଷା ଫଳ

ପ୍ରକାଶ ପାଇଲା ନିଟ୍- ପିଜି ପରୀକ୍ଷା ଫଳ

ପ୍ରିଜମ ନ୍ୟୁଜ ବ୍ୟୁରୋ: ନ୍ୟାଶ୍‌ନାଲ୍‌ ବୋର୍ଡ ଅଫ୍‌ ଏଗ୍‌ଜାମିନେସନ୍‌(ଏନ୍‌ବିଇ) ବୁଧବାର ନିଟ୍‌-ପିଜି ୨୦୨୨ ପ୍ରବେଶିକା ପରୀକ୍ଷାର ଫଳାଫଳ ଘୋଷଣା କରିଛି। ନିଟ୍‌-ପିଜିର ଫଳାଫଳ ରେକର୍ଡ ୧୦ ଦିନରେ ପ୍ରକାଶ ପାଇଛି। ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନସୁଖ ମାଣ୍ଡଭିୟା ଏନ୍‌ବିଇକୁ ପ୍ରଶଂସା କରିଛନ୍ତି।ମାଣ୍ଡଭିୟା ଟୁଇଟ କରି କହିଛନ୍ତି, ନିଟ୍‌-ପିଜି ପାଇଁ ଯୋଗ୍ୟତା ହାସଲ କରିଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ୧୦ ଦିନ ଭିତରେ ଫଳାଫଳ ଘୋଷଣା କରାଯାଇଛି। ନିର୍ଦ୍ଧାରିତ ଦିନ ପୂର୍ବରୁ ଫଳାଫଳ ଘୋଷଣା କରି ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ ମୁଁ ଏନ୍‌ବିଇକୁ ପ୍ରଶଂସା କରୁଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: