ଏଣିକି ଝିଅ ବାହାଘର ପାଇଁ ମିଳିବ ୧ ଲକ୍ଷ

ଏଣିକି ଝିଅ ବାହାଘର ପାଇଁ ମିଳିବ ୧ ଲକ୍ଷ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ନିଷ୍ପତ୍ତି। ଆଦିତ୍ୟନାଥ ଶିଶୁ ଏବଂ ମହିଳାଙ୍କ ସୁବିଧା ପାଇଁ ଚାଲିଥିବା ଯୋଜନାଗୁଡିକର ସମୀକ୍ଷା କରିଛନ୍ତି। ସେ ନିଷ୍ପତ୍ତି ନେଇଛନ୍ତି ଯେ, ଝିଅ ବାହାଘର ପାଇଁ ମିଳିବ ୧ଲକ୍ଷ ଟଙ୍କା। ସେ ଏହି ନିର୍ଦ୍ଦେଶ ଦେଇଛନ୍ତି ।ଗତକାଲିର ସମୀକ୍ଷା ସମୟରେ ଗରିବ ଝିଅଙ୍କ ବିବାହ ପାଇଁ ସହାୟତା ରାଶିକୁ ୫୧ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ସିଏମ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେ କହିଛନ୍ତି ଯେ, ପ୍ରତ୍ୟେକ ବିଭାଗୀୟ ମୁଖ୍ୟାଳୟରେ ଅତି କମରେ ଜଣେ ମହିଳା ସୁରକ୍ଷା ଗୃହ ଏବଂ ମହିଳା ଆଶ୍ରୟସ୍ଥଳ ପ୍ରତିଷ୍ଠା କରାଯିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: