ଭଲ ଖବର: ମହାନଦୀ ନେତ୍ର ଚିକିତ୍ସାଳୟରେ ଧନ୍ଦାମୂଳକ ତାଲିମ କେନ୍ଦ୍ର, ଜାଣନ୍ତୁ ସବିଶେଷ ତଥ୍ୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟରେ ଧନ୍ଦାମୂଳକ ତାଲିମ କେନ୍ଦ୍ର ଅନୁଷ୍ଠିତ ହେବାକୁ ଯାଉଛି। ବିଭିନ୍ନ ପାଠ୍ୟକ୍ରମକୁ ନେଇ ଏହି ତାଲିମକେନ୍ଦ୍ର ଅନୁଷ୍ଠିତ କରିବାକୁ ଏମଏନସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଜାଣନ୍ତୁ କେଉଁ କୋର୍ସ ପାଇଁ କେତେ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ:

%d bloggers like this: