ଚର୍ଚ୍ଚାରେ ବେଦାଙ୍କ ବ୍ୟାକଲେସ୍ ଫଟୋ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ଖେଳାଳି ବେଦା କ୍ରିଷ୍ଣମୂର୍ତ୍ତି ଏବେ ଚର୍ଚ୍ଚାରେ ଅଛନ୍ତି। ନିଜର ଫୋଟୋ ସୁଟକୁ ନେଇ ସେ ଏବେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ବେଦା ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଏକ ଫଟୋ ସେୟାର କରିଥିଲେ। ଏହି ବ୍ୟାକଲେସ ଫଟୋରେ ସେ ପିଠିରେ ମହାଦେବ ଟାଟୁ ମଧ୍ୟ କରିଛନ୍ତି। ଅଧିକାଂଶ ଏହି ଫଟୋକୁ ପସନ୍ଦ କରୁଥିବା ବେଳେ ଅନ୍ୟମାନେ ଏଥିନେଇ ତାଙ୍କୁ ସମାଲୋଚନା କରିଛନ୍ତି।

%d bloggers like this: