ବାପୁଜୀନଗରରେ ଖୋଲିଲା ଅତ୍ୟାଧୁନିକ ବିୟୁଟି ସେଲୁନ୍, ଲାଉଞ୍ଜ ୩୬୦

ବାପୁଜୀନଗରରେ ଖୋଲିଲା ଅତ୍ୟାଧୁନିକ ବିୟୁଟି ସେଲୁନ୍, ଲାଉଞ୍ଜ ୩୬୦

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭୁବନେଶ୍ୱର ସ୍ଥିତ ବାପୁଜୀ ନଗରରେ ଏକ ଅତ୍ୟାଧୁନିକ ବୟିୁଟି ସେଲୁନ୍, ଲାଉଞ୍ଜ ୩୬୦ ର ଶୁଭ ଉଦଘାଟନ ହାଇଛି। ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଏଥିରେ କେଶ ବିନ୍ୟାସ ଏବଂ ସୌନ୍ଦର୍ଯ୍ୟ ସେବା ଉପଲବ୍ଧ ହେବ ।

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ତଥା ଓଡିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଏବଂ ଭୁବନେଶ୍ୱର ମହାେଗର ନିଗମ ମେୟର ସୁଲୋଚନା ଦାସ ଏହାକୁ ଉଦଘାଟେ କରଛିନ୍ତି।


0 Comments

Leave Your Comment

Your email address will not be published. Required fields are marked *

%d bloggers like this: