ସୋସିଆଲ ମିଡିଆରେ ତନିଷ୍କ ବିଜ୍ଞାପନକୁ ଜୋରଦାର ବିରୋଧ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୋସିଆଲ ମିଡିଆରେ ତନିଷ୍କ ବିଜ୍ଞାପନକୁ ଜୋରଦାର ବିରୋଧ। ଜୁଏଲାରୀ ବ୍ରାଣ୍ଡ ତନିଷ୍କ ବିଜ୍ଞାପନକୁ ପ୍ରବଳ ବିରୋଧ ପରେ ଏହାକୁ ୟୁଟ୍ୟୁବରୁ ହଟାଇ ଦେଇଛି କମ୍ପାନୀ। ନିର୍ଦ୍ଦିଷ୍ଟ ବିଜ୍ଞାପନରେ ହିନ୍ଦୁ ସଂପ୍ରଦାୟର ଲୋକଙ୍କ ଭାବାବେଗ ଉପରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି। ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଏହି ବିଜ୍ଞାପନକୁ ବିରୋଧ କରିବା ସହ ଏହାକୁ ଉଦ୍ଦେଶ୍ୟ ମୂଳକ ଭାବରେ ପ୍ରସ୍ତୁତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

https://twitter.com/KanganaTeam/status/1315912815509598208
%d bloggers like this: