
ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଦୌଡ଼ ରାଣୀ ଦୂତି ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର। କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଦୂତିଙ୍କ ସମେତ ୨୭ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। କ୍ରିକେଟିୟର ରୋହିତ ଶର୍ମାଙ୍କ ସମେତ ୫ ଜଣଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ। ଅନ୍ୟ ୪ ଜଣ ହେଲେ ପାରା ଆଥଲେଟ୍ ମାରିୟପ୍ପାନ ଥାଙ୍ଗାଭେଲୁ, ଟେବୁଲ ଟେନିସ୍ ଖେଳାଳି ମନିକା ବାତ୍ରା, ରେସଲର ବିନେଶ ଫୋଗଟ ଏବଂ ହକି ଖେଳାଳି ରାଣୀ ରାମ୍ପପଲ। ସେହିପରି ୫ ଜଣଙ୍କୁ ଧ୍ୟାନଚାନ୍ଦ, ଦ୍ରୋଣାଚାର୍ଯ୍ୟ ରେଗୁଲାର କାଟାଗୋରୀରେ ୫ ଜଣଙ୍କୁ ଏବଂ ଜୀବନବ୍ୟାପୀ ପାଇଁ ୮ ଜଣଙ୍କୁ ପୁରସ୍କାର ମିଳିବ।
Cricketer Rohit Sharma, para-athlete Mariappan Thangavelu, table tennis champion Manika Batra, wrestler Vinesh Phogat & hockey player Rani to get Rajiv Gandhi Khel Ratna Award. pic.twitter.com/WwUOrGXqfT
— ANI (@ANI) August 21, 2020
Related
Tags:
dutee chand
0 Comments