ସନ୍ନ୍ୟାସ ଘୋଷଣା କଲେ ଟେନିସ ତାରକା ସାନିଆ ମିର୍ଜା

ସନ୍ନ୍ୟାସ ଘୋଷଣା କଲେ ଟେନିସ ତାରକା ସାନିଆ ମିର୍ଜା

ପ୍ରିଜମ ନ୍ୟୁଜ ବ୍ୟୁରୋ:ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ ସନ୍ନ୍ୟାସ ଘୋଷଣା । ଟେନିସରୁ ଅବସର ନେବେ ସାନିଆ। ୨୦୨୨ ଅନ୍ତର୍ଜାତୀୟ ଟେନିସ୍‌ ଜୀବନର ଶେଷ ସିଜନ ହେବ କହିଲେ ୩୫ ବର୍ଷୀୟ ସାନିଆ ।ଅଷ୍ଟ୍ରେଲିଆନ ଓପନ ମହିଳା ଡବଲ୍ସ ପ୍ରଥମ ରାଉଣ୍ଡରେ ହାରିବା ପରେ ସାନିଆଙ୍କ ସନ୍ନ୍ୟାସ ଘୋଷଣା ।ଅଷ୍ଟ୍ରେଲିଆ ଓପନ ଖେଳୁଥିବା ସାନିଆଙ୍କ ପାଇଁ ଏହା ଶେଷ ସିଜିନ୍ ହେବ ବୋଲି ସେ କହିଛନ୍ତି । ଅବସର ନେଇ ନିଜେ ଘୋଷଣା କରିଛନ୍ତି ଟେନିସ ଷ୍ଟାର ସାନିଆ ମିର୍ଜା । ଚଳିତ ମୁକାବିଲାରେ ଆରମ୍ଭରୁ ସେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।୨୦୦୩ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିଥିଲେ ସାନିଆ । ଅନେକ ରେକର୍ଡର ଅଧିକାରୀ ସେ । ଦେଶକୁ ବିଶ୍ୱ ସ୍ତରରେ ଖଘର୍ବିତ କରିଛନ୍ତି ସାନିଆ । ଟେନିସ ଭବିଷ୍ୟତରେ ପାଖାପାଖି ୨୦ ବର୍ଷ ନିଜର ଖେଳ ଜାରି ରଖିଛନ୍ତି ସାନିଆ ମିର୍ଜା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: