ଟାଇମ୍ସ ପତ୍ରିକାର ଶୀର୍ଷରେ ରିୟା ଚକ୍ରବର୍ତ୍ତୀ

ଟାଇମ୍ସ ପତ୍ରିକାର ଶୀର୍ଷରେ ରିୟା ଚକ୍ରବର୍ତ୍ତୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଟାଇମ୍ସ ପତ୍ରିକାର ‘ମୋଷ୍ଟ ଡିଜାୟାର୍‌ଏବଲ୍‌ ଓମେନ୍‌ ୨୦୨୦’ ତାଲିକାରେ ଶୀର୍ଷରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ମିସ୍ ୟୁନିଭର୍ସ ୨୦୨୦ର, ତୃତୀୟ ରନର୍ସ ଅପ୍ ଆଡଲାଇନ୍ କାଷ୍ଟେଲିନୋ ଏହି ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଅଭିନେତ୍ରୀ ଦିଶା ପଟାନି, କିଆରା ଆଡଭାନୀ ଏବଂ ଦୀପିକା ପାଦୁକୋନ ଯଥାକ୍ରମେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି। ତେବେ ୨୮ ବର୍ଷିୟା ରିୟା ଏଥିପାଇଁ ଖୁବ ଖୁସି ଅଛନ୍ତି। ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: