
ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି । ଅନଲାଇନ୍ ଭିଡିଓ ଗେମ୍ PUBGକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । । ପବ-ଜୀ ସମେତ ଅନ୍ୟ ଶହେ 18ଟି ଆପ୍ କୁ ସରକାର ନିଷିଦ୍ଧ କରାଯାଇଛି । ଏହା ହେଉଛି କେନ୍ଦ୍ର ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ ପାର୍ଟ-2 ।
Ministry of Information & Technology bans PUBG and 118 other mobile applications pic.twitter.com/3bnFiaY9VW
— ANI (@ANI) September 2, 2020
ଡାଟା ଚୋରୀ ଅଭିଯୋଗ ଓ ସାଇବର ସିକ୍ୟୁରିଟି ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତି ନିଆଯାଇଛି । ଚୀନ୍ ସହ ସୀମା ବିବାଦ ଏବଂ ଯୁଦ୍ଧ ଭଳି ସ୍ଥିତି କାରଣରୁ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ 90ରୁ ଅଧିକ ମୋବାଇଲ ଆପକୁ ବ୍ୟାନ କରିଥିଲେ । ଯେଉଁଥିରେ ଟିକଟକ ଭଳି ଲୋକପ୍ରିୟ ସୋସିଆଲ ନେଟୱର୍କିଂ ସାଇଟ ରହିଥିଲା
Government blocks 118 mobile apps which are prejudicial to sovereignty and integrity of India, Defence of India, Security of State and Public Order: Govt of India
— ANI (@ANI) September 2, 2020
PUBG MOBILE Nordic Map: Livik, PUBG MOBILE LITE, WeChat Work & WeChat reading are among the banned mobile apps. pic.twitter.com/VWrg3WUnO8