ବିଗ୍ ବି ଅମିତାଭ ବଚ୍ଚନଙ୍କୁ କରୋନା: ମେଡିକାଲରେ ଭର୍ତ୍ତି

ବିଗ୍ ବି ଅମିତାଭ ବଚ୍ଚନଙ୍କୁ କରୋନା: ମେଡିକାଲରେ ଭର୍ତ୍ତି

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନଙ୍କୁ କରୋନା । ସେ ଆଜି ନିଜେ ଟ୍ୱିଟ୍ କରି କୋଭିଡ-19 ସଂକ୍ରମଣର ଶିକାର ହୋଇଥିବା କଥା ସ୍ପଷ୍ଟ କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: