ଜୁନ୍‍ ୧୩ରେ ବାଚସ୍ପତି ନିର୍ବାଚନ

ଜୁନ୍‍ ୧୩ରେ ବାଚସ୍ପତି ନିର୍ବାଚନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ନୂଆ ମନ୍ତ୍ରୀମଣ୍ଡଳ ପରେ ଏବେ ବଛା ହେବେ ନୂଆ ବାଚସ୍ପତି। ଜୁନ୍‍ ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ବାଚସ୍ପତି ନିର୍ବାଚନ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ଆଜି ସୂଚନା ମିଳିଛି। ବାଚସ୍ପତି ପଦ ପାଇଁ ଆସନ୍ତା ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରାଯିବ। ବିକ୍ରମ କେଶରୀ ଆରୁଖ ନାମାଙ୍କନ ପତ୍ର ଦାଖଲ କରି ପାରନ୍ତି ବୋଲି ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ, ପୂର୍ବତନ ମନ୍ତ୍ରୀମାନଙ୍କ ସହ ବାଚସ୍ପତି ସୂର୍ଯୟନାରାୟଣ ପତ୍ର ନିଜ ପଦରୁ ଇସ୍ତଫା ଦେଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: