ଭାଙ୍ଗିଦେଲେ ସମ୍ପର୍କ, ଇସ୍ତଫା ଦେଲେ ନୀତୀଶ କୁମାର

ଭାଙ୍ଗିଦେଲେ ସମ୍ପର୍କ, ଇସ୍ତଫା ଦେଲେ ନୀତୀଶ କୁମାର

ପ୍ରିଜମ୍ ନ୍ୟୁଜ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର। ରାଜ୍ୟପାଳ ଫଗୁ ଚୌହାନଙ୍କୁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାସହ ନୂଆ ସରକାର ଗଠନ କରିବା ପାଇଁ ନୀତୀଶ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି।

ନୀତୀଶ ରାଜ୍ୟପାଳଙ୍କୁ ୧୬୦ ଜଣ ବିଧାୟକଙ୍କ ସମର୍ଥନ ପତ୍ର ଦେଇଛନ୍ତି। ସମର୍ଥନ ପତ୍ରରେ ଆରଜେଡିର ୭୯, ଜେଡିୟୁର ୪୫, କଂଗ୍ରେସର ୧୯, ବାମଦଳର 16 ଏବଂ ସ୍ୱାଧୀନର ଜଣେ ବିଧାୟକ ଦସ୍ତଖତ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: