ଗିରଫ ହେଲେ ନୱାବ ମଲ୍ଲିକ

ଗିରଫ ହେଲେ ନୱାବ ମଲ୍ଲିକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଗିରଫ ହେଲେ ନୱାବ ମଲ୍ଲିକ। ଅଣ୍ଡରୱାର୍ଲ୍ଡ ଏବଂ ଦାଉଦ ଇବ୍ରାହିମଙ୍କ ସହ ସମ୍ପର୍କ ନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମାଲିକଙ୍କୁ ଗିରଫ କରିଛନ୍ତି । ବେଆଇନ ଜମି କିଣାବିକା ନେଇ ନୱାବଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଇଡିର ଏକ ଟିମ ସକାଳୁ ତାଙ୍କ ଘରକୁ ଯାଇଥିଲା । ୧ ଘଣ୍ଟା ପାଖାପାଖି ଜେରା କରିବା ପରେ ତାଙ୍କୁ ଇଡି ଅଫିସକୁ ଅଣାଯାଇ ପଚରାଉଚରା କରାଯାଇଥିଲା । ଶେଷରେ ଇଡି ୬୨ ବର୍ଷୀୟ ନୱାବଙ୍କୁ ଗିରଫ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: