ମିନତ୍ରା ଫ୍ୟାସନ୍ ସୁପରଷ୍ଟାରରେ ମନୀଶ ମାଲହୋତ୍ରା

ମିନତ୍ରା ଫ୍ୟାସନ୍ ସୁପରଷ୍ଟାରରେ ମନୀଶ ମାଲହୋତ୍ରା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡର ଲୋକପ୍ରିୟ ଫ୍ୟାସନ୍ ଡିଜାଇନର୍ ମନୀଶ ମାଲହୋତ୍ରାଙ୍କ ଡିଜିଟାଲ ଫ୍ୟାସନ୍ ସେନ୍ସ, ୟୁଥଙ୍କୁ ବେଶ୍ ଆକର୍ଷିତ କରିଥାଏ। ଏହାସହ ତାଙ୍କ ଷ୍ଟାଇଲ ଓ ଡିଜାଇନିଂ
ସମୟ ସହ ଫ୍ୟାସନର ଧାରଣାକୁ ବଦଳାଇ ପାରିଛି।


ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଏମଟିଭିର “ମିନତରା ଫ୍ୟାସନ୍ ସୁପରଷ୍ଟାର” ର ଦ୍ୱିତୀୟ ସିଜିନରେ ଅଂଶ ଗ୍ରହଣ କରିବେ ମନୀଶ। ଶୋ’ଟି ସମସ୍ତ ଫ୍ୟାଶନ୍ ଉତ୍ସାହୀମାନଙ୍କ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ହେବବୋଲି ଫ୍ୟାସନ୍ ଡିଜାଇନର ମନୀଶ ମାଲହୋତ୍ରା କହିଛନ୍ତି।

%d bloggers like this: