ପାକିସ୍ତାନକୁ ମୁହଁତୋଡ଼ ଜବାବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୀପାବଳିର ଦିନକ ପୂ୍ର୍ବରୁ ଏଲଓସିରେ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇଛି। ଉରିଠାରୁ ଗୁରେଜ ପର୍ଯ୍ୟନ୍ତ ସୀମାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଗୁଳି ଓ ମୋର୍ଟାର ମାଡ଼ରେ ଭାରତର ୩ ଯବାନ ସହିଦ ହେବାସହ ୨ଜଣ ସାଧାରଣ ନାଗରିକ ନିହତ ହୋଇଛନ୍ତି। ଏହାପରେ ଭାରତୀୟ ଯବାନ ମଧ୍ୟ ପାକିସ୍ତାନ ସେନାକୁ ମୁହଁତୋଡ଼ ଜବାବ ଦେଇଛନ୍ତି। ଫଳରେ ଭାରତୀୟ ଯବାନଙ୍କ ଗୁଳିମାଡ଼ରେ ୮ଜଣ ପାକିସ୍ତାନୀ ସେନା ପ୍ରାଣ ହରାଇଛନ୍ତି। ୨ଜଣ ଏସଏସଜି କମାଣ୍ଡର ଥିବା ଜଣାପଡ଼ିଛି।

%d bloggers like this: