ଗ୍ରାହମ ଥର୍ପେ ଗୁରୁତର ଅସୁସ୍ଥ

ଗ୍ରାହମ ଥର୍ପେ ଗୁରୁତର ଅସୁସ୍ଥ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଓ କୋଚ୍‌ ଗ୍ରାହମ ଥର୍ପେ ଗୁରୁତର ଭାବେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦେଶର ପ୍ରଫେସନାଲ କ୍ରିକେଟର୍ସ ଆସୋସିଏଶନ ପକ୍ଷରୁ ମଙ୍ଗଳବାର ଏନେଇ ସୂଚନା ଦିଆଯାଇଛି। ୫୨ ବର୍ଷୀୟ ଥର୍ପେ ଇଂଲଣ୍ଡ କୋଚିଂ ଷ୍ଟାଫ୍‌ରୁ ଅବ୍ୟାହତି ନେବା ପରେ ଆଫଗାନିସ୍ତାନର ମୁଖ୍ୟ କୋଚ ହୋଇଥିଲେ। ତାଙ୍କ ଅସୁସ୍ଥତାର କାରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: