ସୁରେଲି ସ୍ୱରର ଯାଦୁଗରଙ୍କୁ ଜନ୍ମଦିନର ଶୁଭେଚ୍ଛା: 49 ବର୍ଷରେ ପାଦ ଦେଲେ ସୋନୁ ନିଗମ, ଏକ ଝଲକ

ସୁରେଲି ସ୍ୱରର ଯାଦୁଗରଙ୍କୁ ଜନ୍ମଦିନର ଶୁଭେଚ୍ଛା: 49 ବର୍ଷରେ ପାଦ ଦେଲେ ସୋନୁ ନିଗମ, ଏକ ଝଲକ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବଲିଉଡ, ଓଲିଉଡ, ଟଲିଉଡ, ସ୍ୟାଣ୍ଡଲଉଡ । ହିନ୍ଦି, ଓଡ଼ିଆ, ବିହାରୀ, ପଞ୍ଜାବୀ, ଦକ୍ଷୀଣ ଭାରତୀୟ ଭାଷାରେ ହଜାର ହଜାର ଗୀତ ଗାଇ ଦର୍ଶକଙ୍କୁ ବିମୁଗ୍ଧ କରିଥିବା ପ୍ରଖ୍ୟାତ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ଆଜି ଶୁଭ ଜମ୍ନଦିନ । 49 ବର୍ଷରେ ପାଦ ଦେଇଛନ୍ତି ଏହି ଭର୍ସାଟାଇଲ ସିଙ୍ଗର ସୋନୁ ନିଗମ । ଆସନ୍ତୁ ଓଡ଼ିଶା ସହ ସୋନୁଙ୍କ ସମ୍ପର୍କକୁ ନେଇ ଜାଣିବା ଏହି ରିପୋର୍ଟରେ….

ଚାଲ ବେଗି ବେଗି ଯିବା ସଙ୍ଗାତ, ଆଲୋ ମିତଣୀ, ପଇଡ଼ ଭିତରେ ପାଣି ଆଦି ଲୋକପ୍ରିୟ ଗୀତ ଗାଇ ଓଡ଼ିଶା ଲୋକଙ୍କ ହୃଦୟରେ ଏକ ସୁନ୍ଦର ସ୍ଥାନ ସୃଷ୍ଟି କରିଥିଲେ ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ । ୨୦୦୮ ମସିହା ପରଠାରୁ ଲୋକପ୍ରିୟ ସମସ୍ତ ଭଜନ ଏବଂ ଅନ୍ୟ ରୋମାଂଟିକ ଗୀତ ଗାଇ ସୋନୁ ନିଗମ ଓଡ଼ିଶାର ଫିଲ୍ମ ଏବଂ ଆଲବମ ଇଣ୍ଡଷ୍ଟ୍ରିରେ ଖୁବ ନାମ କମାଇଛନ୍ତି ।

ସୋନୁ ନିଗମଙ୍କ ପ୍ରସିଦ୍ଧ ଲୋକପ୍ରିୟ ଯାହା ଆଜି ମଧ୍ୟ ଆପଣଙ୍କୁ ବାରମ୍ବାର ଶୁଣିବାକୁ ଭଲ ଲାଗେ ତାହାର ନାମ ଆପଣ କମେଂଟ ବକ୍ସରେ ଜଣାଇ ପାରିବେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: