ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସେହି ଅନୁପାତରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ମଧ୍ୟ ଭଲ ରହିଛି ।
📢#CoronaVirusUpdates:
— #IndiaFightsCorona (@COVIDNewsByMIB) October 17, 2020
✅India's #COVID19 recovery rate improves to 87.78% as on October 17, 2020
📍Steady improvement in India's COVID-19 recovery rate since #lockdown initiation on March 25, 2020#IndiaFightsCorona@ICMRDELHI
Via @MoHFW_INDIA pic.twitter.com/V9WeBt8VgA
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ କହୁଛି ଦେଶରେ ବର୍ତ୍ତମାନ କରୋନା ସୁସ୍ଥତା ହାର 87 ଦଶମିକ ସାତ 8 ପ୍ରତିଶତ (87.78%) ରହିଛି ।
ମାର୍ଚ୍ଚ 25ରୁ ଅର୍ଥାତ ଯେବେଠାରୁ ଦେଶରେ ଲକଡାଉନ କଟକଣା ଘୋଷଣା କରାଯାଇଛି ସେବେଠାରୁ ସୁସ୍ଥତା ହାରରେ ଉନ୍ନତି ପରିଲିଖିତ ହୋଇଛି ।