ଶର୍ମିଷ୍ଠାଙ୍କ ୱେବ ଅଫିସ ସିଲ୍

ଶର୍ମିଷ୍ଠାଙ୍କ ୱେବ ଅଫିସ ସିଲ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିିଛି । ଆଜି କ୍ରାଇମବ୍ରାଞ୍ଚ ଟିମ୍ ସମ୍ପୁର୍ଣ୍ଣା ୱେବ ପୋର୍ଟାଲ ଅଫିସକୁ ସିଲ୍ କରିଛି । କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିଷ୍ଠାଙ୍କ ୱେବ ପୋର୍ଟାଲ ଅଫିସରେ ପହଁଞ୍ଚି ଖୋଳତାଡ ଆରମ୍ଭ କରିଥିଲା । ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ନେଇ କ୍ରାଇମବ୍ରାଞ୍ଚ୍ ଟିମ ଚଢାଉ କରିଥିଲା । ଚଢାଉ କରି କ୍ରାଇମବ୍ରାଞ୍ଚ୍ ଟିମ ଶର୍ମିଷ୍ଠାଙ୍କ ୱେବ ପୋର୍ଟାଲ ଅଫିସକୁ ସିଲ କରିଛି । ଏହି ହତ୍ୟା କାଣ୍ଡ ମାମଲାରେ ନିରଞ୍ଜନ ସେଠୀ ସପୃକ୍ତ ଥିବା ମଧ୍ୟ ମାନିଛନ୍ତି । ଶର୍ମିଷ୍ଠାଙ୍କୁ ଫେରାର କରିବା ପାଇଁ ନିରଞ୍ଜନଙ୍କ ହାତ ରହିଛି ବୋଲି ସୂଚନା ମିଳିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: