ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପିଆନୋ ବାଜିଲେ ଶାନ୍ତ ହେଉଛନ୍ତି ମାଙ୍କଡ଼। କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ ନା ! କିନ୍ତୁ, କଥାଟି ସତ। ଥାଇଲାଣ୍ଡର ଲୋପବୁରୀରେ ଜଣେ ବ୍ରିଟିଶ୍ ପିଆନୋବାଦକ ଶହଶହ ମାଙ୍କଡ଼ଙ୍କୁ ସନ୍ତୁଷ୍ଟ କରିବାକୁ ପିଆନୋ ବଜାଉଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗତ ୨୧ ତାରିଖରେ ପଲ ବାର୍ଟନ୍ ନାମକ ପିଆନିଷ୍ଟ ପିଆନୋ ପରିବେଷଣ କରିଥିଲେ। ଏହା ଶୁଣି ମକାକୋ ଜାତୀୟ ମାଙ୍କଡ଼ମାନେ ଖୁବ ମସ୍ତି କରିବା ସହ ପିଆନୋ ଉପରକୁ ଚଢ଼ି ଯାଇଥିଲେ।
ତେବେ ବୋର୍ଟନ ଲୋପବୁରୀର ଚାରିଟି ସ୍ଥାନରେ ପିଆନୋ ପରିବେଷଣ କରିଥିଲେ। ତେବେ ବୋର୍ଟନଙ୍କ କହିବାନୁସାରେ, ମାଙ୍କଡ଼ମାନେ ଭଲଭାବେ ଖାଦ୍ୟ ଖାଇବା ପାଇଁ ଆମକୁ କିଛି ପରିଶ୍ରମ କରିବାକୁ ପଡ଼ିବ। ସେମାନେ ଠିକ୍ ଭାବେ ଖାଇଲେ, ବିରକ୍ତିଭାବ ପ୍ରକାଶ କରିବେନି କି କାହା ପ୍ରତି ବିପଦ ସୃଷ୍ଟି କରିବେନି।
British pianist's velvety tones soothe Thailand's hungry monkeys https://t.co/vRHvCu3XAy pic.twitter.com/3xxtBh71yW
— Reuters (@Reuters) November 23, 2020
I don't know, I just keep waiting for the monkeys to band together and make an impromptu lunch. Just me? 😉
— ❄️🌲𝘑𝘢𝘮𝘦𝘴 𝘚. ⛄❄️😷 🇺🇲 (@Nullis_sum) November 23, 2020
Much love to Paul Barton!
— ••ʜᴇᴀᴅᴀᴄʜᴇ•• (@ChknSandwich) November 23, 2020