ଆଜିଠୁ ଆପଣଙ୍କ ପାଇଁ ଦୈନିକ ରାଶିଫଳ: କ’ଣ ରହିଛି  ରବିବାରର ରାଶିଫଳ ପଢ଼ନ୍ତୁ

ଆଜିଠୁ ଆପଣଙ୍କ ପାଇଁ ଦୈନିକ ରାଶିଫଳ: କ’ଣ ରହିଛି ରବିବାରର ରାଶିଫଳ ପଢ଼ନ୍ତୁ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜ୍ୟର ବଛା ବଛା ଜ୍ୟୋତିର୍ବିଦଙ୍କ ପରାମର୍ଶକ୍ରମେ ଆଜିଠୁ ଆରମ୍ଭ ହେଇଛି ପ୍ରିଜମ୍ ର ସ୍ୱତନ୍ତ୍ର ରାଶିଫଳ । ଏଠାରେ ଆପଣ ପ୍ରତ୍ୟୋକ ଦିନର ରାଶିଫଳ, ଗ୍ରହ ଚଳନ, ଜୀବନ ଉପରେ ରାଶିଚକ୍ରର ପ୍ରଭାବ ଓ ଏହାର ପ୍ରତିକାର ସମ୍ପର୍କରେ ନିର୍ଭୁଲ ଓ ସତ୍ୟ ସଠିକ୍ ସୂଚନା ପାଇ ପାରିବେ । ଅଧିକ ତଥ୍ୟ ଜାଣିବା ପାଇଁ ଆମ ଫେସବୁକ ପେଜ୍ କିମ୍ବା ୟୁଟ୍ୟୁବ୍ ଚ୍ୟାନେଲରେ କମେଣ୍ଟ ଦେଇ ପାରିବେ କିମ୍ବା ଇମେଲ ଯୋଗେ ମଧ୍ୟ ନିଜ ପ୍ରତିକ୍ରିୟା ରଖିପାରିବେ।…

ଆଜି ଜୁଲାଇ ମାସ, 31 ତାରିଖ ଏବଂ ରବିବାର । ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ ।

ଶୁଭ ସମୟ:-

  • ଦିବା ୧୦/୧୬ ରୁ ୦୧/୧୦
  • ରାତ୍ରି ୦୮/୩୩ ରୁ ୧୦/୪୬
  • ରାତ୍ରି ୧୨/୧୫ ରୁ ୦୧/୪୪
  • ରାତ୍ରି ୦୨/୨୮ ରୁ ୦୩/୫୭

ଅଶୁଭ ସମୟ:-

  • ଋାହୁକାଳ – ଦିବା ୦୮/୩୯ ରୁ ୧୦/୧୬
  • କାଳବେଳା – ପ୍ରାତଃ ୦୫/୨୫ ରୁ ୦୭/୦୨ ଓ ଦିବା ୦୪/୪୩ ରୁ ୦୬/୨୦
  • ବାରବେଳା –ଦିବା ୦୧/୨୯ ରୁ ୦୩/୦୬
  • କାଳରାତ୍ରି – ସନ୍ଧ୍ୟା ୦୬/୨୦ ରୁ ୦୭/୪୩ ଓ ରାତ୍ରି ୦୪/୦୨ରୁ ୦୫/୨୫

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ…

ମେଷ:- 

  • ଅଶ୍ୱନୀ – ଲାଗି ରହିଥିବା ବିବାଦ ଆପଣଙ୍କ ପକ୍ଷରେ ଯିବାର ସମ୍ଭାବନା ରହିଛି
  • ଦ୍ୱିଜା – ବେକାରକୁ ରୋଜଗାର କରିବାର ସୁଯୋଗ ମିଳିବ
  • କୃତିକା – ପୁରୁଣା କାମ ପୂରା କରିବା ପାଇଁ ଦିନଟି ଭଲ ରହିବ

ପ୍ରତିକାର – ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବୃଷ:- 

  • କୃତିକା – ସମ୍ମାନ ହାନି ଓ ଅପବ୍ୟୟ ଘଟିପାରେ
  • ରୋହିଣୀ –କର୍ମ ପ୍ରତି ବିପଦ ଏବଂ କର୍ମ ହରାଇବାର ସମ୍ଭାବନା ଅଧିକ ରହିଛି
  • ମୃଗଶିରା – ଆର୍ଥିକ ସ୍ଥିତି ବିଗିଡି ଯାଇପାରେ

ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ :- 

  • ମୃଗଶିରା – ସମାଜରେ ଆଦର ସମ୍ମାନ ପାଇବେ
  • ଆଦ୍ରା – ଶତ୍ରୁ ଦମନ ପାଇଁ ଦୃଢ ପଦକ୍ଷପ ନେବେ
  • ପୁନର୍ବସୁ – ଇଶ୍ୱରଙ୍କ ପ୍ରତି ବିଶ୍ୱାସ ବଢିବ

ପ୍ରତିକାର –ଦତାତ୍ରୟଙ୍କ ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କର୍କଟ :- 

  • ପୁନର୍ବସୁ – ଅଫିସରେ ଲାଗିରହିଥିବା ଅଶାନ୍ତି ସମାପ୍ତି ହେବ
  • ପୁଷ୍ୟା – ବେପାର ବୃତିରୁ ସଫଳତା ହାସଲ କରିବେ
  • ଅଶ୍ଳେଷା – ବ୍ୟକ୍ତିଙ୍କ ମନଭାବକୁ ଶିଘ୍ର ବୁଝି ପାରିବେ

ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ସିଂହ :- 

  • ମଘା – ପୁରୁଣା କଥାର ପର୍ଯ୍ୟାଲୋଚନା କରି ମନରେ ଅଶାନ୍ତି ଆସିପାରେ
  • ପୂ , ଫାଲଗୁନୀ – କଚେରୀ ମାମଲା ମାନସିକ ସ୍ଥିତିକୁ ବିଗାଡି ଦେଇପାରେ
  • ଉ ,ଫାଲଗୁନୀ –ଅନ୍ୟ ମନସ୍କତା ଓ ଆଘାତପ୍ରାପ୍ତିର ଆଶଙ୍କା ରହିଛି

ପ୍ରତିକାର – କୂଳ ଦେବତାଙ୍କ ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କନ୍ୟା :- 

  • ଉ , ଫାଲଗୁନୀ – ଶୁଭ କାମରେ ବହୁ ବାଧାବିଘ୍ନ ଲାଗିବ
  • ହସ୍ତା–ଅଯଥା ବିବାଦିୟ ସି୍ଥତି ଉପୁଜିବ
  • ଚିତ୍ରା –ମାତୃ କ୍ଲେଶ ଓ ସୁଖ ହାନୀ ଦେଖାଦେବ

ପ୍ରତିକାର – ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳା:- 

  • ଚିତ୍ରା –ଧନ ସଂମ୍ପତି ବୃଦ୍ଧି ହୋଇପାରେ
  • ସ୍ୱାତୀ – କୈାଣସି ଧର୍ମ ସ୍ଥାନକୁ ଯାତ୍ରା କରିପାରନ୍ତି
  • ବିଶାଖା – ମହିଳା ମାନେ ଆତ୍ମ ସମ୍ମାନ ବଜାୟ ରଖିବେ

ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

ବିଛା :-

  • ବିଶାଖା –କର୍ମଜୀବି ମାନେ ଅତ୍ୟନ୍ତ ସଫଳତା ପାଇବେ
  • ଅନୁରାଧା–ପ୍ରଶଂସା ପ୍ରାପ୍ତିର ସୈଭାଗ୍ୟ ଅର୍ଜନ କରିପାରନ୍ତି
  • ଜ୍ୟେଷ୍ଠା –ସ୍ୱାସ୍ଥ୍ୟରେ ସକାରତ୍ମକ ପରିବର୍ତନ ଆସିପାରେ

ପ୍ରତିକାର – ମା ବଗମାମୁଖୀଙ୍କ ମହାକବଚ ଧାରଣ କରନ୍ତୁ

ଧନୁ :-

  • ମୂଳା –ଅନେକ ଉଥାନ, ପତନ ଦେଇ ଗତି କରିବେ
  • ପୂ , ଷାଢା – ଶାରିରୀକ ଓ ମାନସିକ ପୀଡା ଦେଖାଦେଇ ପାରେ
  • ଉ , ଷାଢା – ପରିଶ୍ରମରୁ ସୁଫଳ ନପାଇ ପାରନ୍ତି

ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମକର :- 

  • ଉ , ଷାଢା – ସମସ୍ୟା ଗୁଡିକ ସେତେ ଗୁରୁତର ହେବ ନାହିଁ
  • ଶ୍ରବଣା – ଚାକିରୀଆ ମାନେ ଉପରିସ୍ଥ ମାନଙ୍କର ଶ୍ରଦ୍ଧା ଲାଭ କରିବେ
  • ଧନିଷ୍ଠା – ଶିକ୍ଷାର୍ଥୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ

ପ୍ରତିକାର – ସକାଳୁ ଗାଧୋଇ ସାରି ବରଗଛ ମୂଳରେ କ୍ଷୀର ଢାଳନ୍ତୁ

କୁମ୍ଭ :- 

  • ଧନିଷ୍ଠା – ଶିକ୍ଷାର୍ଥୀ ମାନେ ଅଧ୍ୟୟନ ଦିଗରେ ମନ ବଳାଇବେ
  • ଶତଭିଷା – ବିବାହାଦି ମାଙ୍ଗଲ୍ୟକର୍ମ ସମ୍ପାଦନା ହୋଇପାରେ
  • ପୂ , ଭାଦ୍ରପଦ –ଅଫିସକୁ ସୁନ୍ଦର ଭାବରେ ସଜାଇ ପାରନ୍ତି

ପ୍ରତିକାର – ଶନିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ମୀନ :- 

  • ପୂ , ଭାଦ୍ରପଦ – କଠିନ ଶ୍ରମ ଓ ଦୂରଦର୍ଶିତା ସଫଳତାର ପୃଷ୍ଟ ହୋଇପାରେ
  • ଉ,ଭାଦ୍ରପଦ – କଳକାରଖାନା ବ୍ୟବସାୟରେ ଉନ୍ନତି ଘଟିବ କଚେରୀ
  • ରେବତୀ – ସରକାରୀ ସ୍ଥରରେ କେତେକ ସୁବିଧା ପାଇବା ହେତୁ ଖୁସି ରହିବେ

ପ୍ରତିକାର – ଓଁ ବୃଂ ବୃହସ୍ପତୟେ ନମଃ ପାଠ କରନ୍ତୁ

0 Comments

Leave Your Comment

Your email address will not be published. Required fields are marked *

%d bloggers like this: