ରାଜ୍ୟରେ କରୋନାରେ ୧୯ ଜଣଙ୍କ ମୃତ୍ୟୁ

ରାଜ୍ୟରେ କରୋନାରେ ୧୯ ଜଣଙ୍କ ମୃତ୍ୟୁ

ପ୍ରିଜିମ ନ୍ୟୁଜ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି। ଆଜି ଆଉ ୧୯ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁସଂଖ୍ୟା ୮,୯୪୫କୁ ବୃଦ୍ଧି ପାଇଛି।ଆଜି ବାଲେଶ୍ୱର ଜିଲାରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫, ନୂଆପଡା ଜିଲାରୁ ୩ ଜଣ ଅଛନ୍ତି। ସେହିପରି ଗଞ୍ଜାମ, କେନ୍ଦ୍ରାପଡା ଓ କେନ୍ଦୁଝର, ସୁବର୍ଣ୍ଣପୁର ଏବଂ ନୟାଗଡରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: