ଦେଖନ୍ତୁ! ନବଜାତକର ଭାଇରାଲ ଭିଡିଓ, ଜନ୍ମ ହେଉ ଚାଲିଲା

ଦେଖନ୍ତୁ! ନବଜାତକର ଭାଇରାଲ ଭିଡିଓ, ଜନ୍ମ ହେଉ ଚାଲିଲା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ଜନ୍ମ ହେଉ ହେଉ ଚାଲିବାକୁ ଆରମ୍ଭ କଲା ଶିଶୁ। ସୋସିଆଲ ମିଡିଆରେ ନବଜାତକର ଭିଡିଓ ଭାଇରାଲ ହେଉଛି । ଏମିତିରେ ଆମ ଚାରି ପାଖରେ ଏମିତି କିଛି ଘଟଣା ଘଟିଥାଏ ଯାହାକୁ ଆମେ ସହଜରେ ଗ୍ରହଣ କରିବାକୁ ନାରାଜ । ସେ ସବୁକୁ ଆମେ କେବଳ ଉପରବାଲାଙ୍କ କରିସ୍ମା ହିଁ କହିଥାଉ । ଏମିତି ହିଁ କିଛି ଖବର ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ପଡ଼ନ୍ତୁ ଏବଂ ଦେଖନ୍ତୁ ଏହି ଭିଡିଓ…..

https://fb.watch/8Gx4QOyGK9/

ଫେସବୁକରେ ବେଶ୍ ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ ଏବେ ବି ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ଭରି ରହିଛି । ଗତ ମେ ମାସରେ ଏହା ଫେସବୁକରେ ପୋଷ୍ଟ ହୋଇଥିଲା । ମିଲିୟନସ ୟୁଜର୍ସ ଏହାକୁ ବର୍ତ୍ତମାନ ସୁଦ୍ଧା ଦେଖି ସାରିଲେଣି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: